ପବିତ୍ର ମନ ରେ ମୁଁ ପାର୍ବଣ ରେ ଆସିଥାଏ ପାର୍ବଣ ର ଅନ୍ତେ ପୁଣି ମୁଁ ଫେରିଯାଏ। ପବିତ୍ର ମନ ରେ ମୁଁ ପାର୍ବଣ ରେ ଆସିଥାଏ ପାର୍ବଣ ର ଅନ୍ତେ ପୁଣି ମୁଁ ଫେରିଯାଏ।
ଶାମୁକା ଶାମୁକା
ତାରକା ମଣ୍ଡିତ ଆକାଶ ବକ୍ଷରେ ସୁନେଲି ଦୀପର ମାଳ ମାଳ ମଥା ଗୁଞ୍ଜେ ବକ୍ଷେ ଶୀତର ଛୁଆଁରେ ପାରୁଶରେ ସତ ତାରକା ମଣ୍ଡିତ ଆକାଶ ବକ୍ଷରେ ସୁନେଲି ଦୀପର ମାଳ ମାଳ ମଥା ଗୁଞ୍ଜେ ବକ୍ଷେ ଶୀତର ଛୁଆଁରେ ...
ରେ କଳା ଠାକୁର ରେ କଳା ଠାକୁର
କାଚ ଝରକାରେ ମୃଦୁ କରାଘାତ ତାର ଥରେଇ ମରେଇ ଦେଉଛି ବାର ବାର କାଚ ଝରକାରେ ମୃଦୁ କରାଘାତ ତାର ଥରେଇ ମରେଇ ଦେଉଛି ବାର ବାର
ତୁ ପତରୁ ପତରୁ ଝରି ପଡ଼ୁ ଥିବା କାକର ର କୁନି କୁନି ମୁକୁତା, ସକାଳ ସୂରୁଜ ମୁରୁଜ ବୁଣିଲେ ପ୍ରତ... ତୁ ପତରୁ ପତରୁ ଝରି ପଡ଼ୁ ଥିବା କାକର ର କୁନି କୁନି ମୁକୁତା, ସକାଳ ସୂରୁଜ ମୁ...